Home ଓଡ଼ିଶା ଶତାୟୁ ପୁରୁଷଙ୍କ ଶ୍ରଦ୍ଧାଞ୍ଜଳି ସଭା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ଶତାୟୁ ପୁରୁଷ ମକରା ପ୍ରଧାନୀ ଙ୍କ ଦ୍ୱାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ମକରା ପ୍ରଧାନୀ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଦିବାକର ପ୍ରଧାନୀ ଙ୍କ ବାପା ହୋଇଥିବା ବେଳେ ତାଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଛି l ସେ ଜଣେ ମେଳାପୀ ବ୍ୟକ୍ତି ହୋଇଥିବା ବେଳେ ବିଦ୍ୟୁତ ବିଭାଗ ଓ ବନ ବିଭାଗ ରେ ଚାକିରୀ କରିଥିଲେ l ମଙ୍ଗଳବାର ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ତରଣୀସେନ ଦାସ, ଆରଏସଏସ ସହ ବିଭାଗ ପ୍ରଚାରକ ମୁନୀନ୍ଦ୍ର ଶବର, ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ଉପ ସଭାପତି କବିରାଜ ମଲିକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଗୌର ପାଇକ, ସମ୍ପଦ କୁମାର ନାୟକ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି କୈଳାଶ ଗୌଡ଼, ସମାଜସେବି ଭିକାରି ଚରଣ ବେହେରା, ଖଦାଳ ଗୌଡ଼, ବିଜେପି ନେତା କାମଦେବ ବଡନାୟକ, ବଳରାମ ଭୂୟାଁ,ଶ୍ରୀନିବାସ ରାଓ, ପଦ୍ମନାଭ ପତି, ବିରଭାସ୍କର ପାଇକ,ମାନସ ରଞ୍ଜନ ପଟନାୟକ, ଅଂଶୁମାନ ପଣ୍ଡା, ଅବିନାଶ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ରଇତ, ରବି ନାରାୟଣ ନାୟକ, ଚୈତନ୍ୟ ମଲିକ,ମହେଶ୍ୱର ରାଉତଙ୍କ ସମେତ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତଥା ଗଜପତି, କନ୍ଧମାଳ ଜିଲ୍ଲାର ବିବିଧ କ୍ଷେତ୍ରର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 26, 2026 ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026