ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ୭୯ତମ ସ୍ୱାଧୀନତା ଦିବସ ସଂଘର ସଭାପତି ବ୍ରଜବନ୍ଧୁ ପଣ୍ଡାଙ୍କ ସଭାପତିତ୍ୱ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ସୂର୍ଯ୍ୟନାରାୟଣ ସାମନ୍ତ,

ରାମଚନ୍ଦ୍ର ଦାସ, ନୃସିଂହ ପ୍ରଧାନ, ଶ୍ରୀଧର ଦାସ, ସନ୍ତୋଷ ପଟ୍ଟନାୟକ, କାମଦେବ ଦାସ, ତ୍ରିଲୋଚନ ରାଉତ, ଭୀମସେନ ମହାରଣା, ପ୍ରହଲ୍ଲାଦ ଗଣ୍ଠିଆ, ବିଜୟ ସ୍ୱାଇଁ, ବିଭୂତି ସ୍ୱାଇଁ, ନିର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ ।

Exit mobile version