ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ବିଗତ ୨୦୦୬ ମସିହା ଠାରୁ ଏକ ଗଣ୍ଡଗୋଳ ମାମଲାରେ ଜଡିତ ଥାଇ ଫେରାର ଥିବା ୩ ଭାଇଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ, ଅଡବା ଥାନା ଆଲିଗଣ୍ଡା ଗାଁର ତିନି ଭାଇଙ୍କୁ ପୋଲିସ ଗିରଫ କରିଛି । ଗିରଫ ତିନି ଭାଇ ହେଲେ ଅଲୟିକ୍ସ ଶୋଭାସୁନ୍ଦର (୬0), ତେଜ ଶୋଭାସନ୍ଦର (୬୨) ଓ ଯୋହନ ଶୋହ ଶୋଭାସୁନ୍ଦର (୫୮) ।

