ଆଇନ୍ ଗତ ସଫେଇ ସୁରକ୍ଷିତ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଗଲା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) NAC :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାରିମା ଅଧିନ ରେ ଚିହ୍ନଟ ହୋଇଥିବା ପ୍ରମୁଖ ପରିମଳ କର୍ମଚାରୀ ଓ ଜନସାଧାରଣ ଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ  ତା 15/08/2025 ରିଖ ଠାରୁ ତା 31/08/2025ରିଖ ପକ୍ଷନ୍ତ ଏକ ପକ୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।

ଏହି କାର୍ଯ୍ୟ ର ଅୟମାରମ୍ଭ ଆଜି ତା 16/08/2025 ରିଖ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ର ସଭାଗୃହ ରେ ଏକ କର୍ମଶାଳାର ଆୟୋଜନ କରାଯାଇ ଥିଲା । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ମହୋଦୟା,

କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୈରଯନ୍ତ୍ରୀ, କନିଷ୍ଠ ପରିମଳ ବିଶେଷଜ୍ଞ, ଅଫିସ୍ ର ବିଭିନ୍ନ ପଦାଧିକାରୀ ,ସ୍ଵଛ ସାଥି ଓ ପ୍ରମୁଖ ପରିମଳ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ ।

Exit mobile version