ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ଖଜୁରୀପଦା ଗ୍ରାମର ବାବା ଆମ୍ବେଦକର ମାଧ୍ୟାମିକ ଉର୍ଚ ବିଦ୍ୟାଳୟ ଖେଳ ପଡିଆରେ ଠାରେ ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା । ଏଥିରେ ୧୦ଟା ସମୟରେ ଜିଲ୍ଲା ସଭାପତି ନିର ଭୂୟାଁ ଅଧ୍ୟକ୍ଷତାରେ ବଡପଦା ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ଆଦିବାସୀ ମାନେ ବାଦ୍ୟଯନ୍ତ ସହ ସହର ପରିକ୍ରମା କରି ସଭା ସ୍ଥଳରେ ପହଞ୍ଚିଥିଲେ ।

