ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ସହାୟକ ଓ ଇଏମଟି।ଘଟଣାଟି ଘଟିଛି ନାଚୁଣୀ ଥାନା ଦେଉଗାଁ ରାସ୍ତାରେ। ଗମ୍ଭାରୀମୁଣ୍ଡା ପି.ଏଚ.ସିରୁ ବାହାରି ରୋଗୀନେବା ପାଇଁ ରାତି ପ୍ରାୟ 3ଟାରେ ପଲଟଣ ପଡିଆ ଆସିଥିବା ବେଳେ ରାସ୍ତାରେ ଖବର ପାଇଥିଲେ

