ଓଡ଼ିଶାରେ ୨୧,୮୪,୮୪୧ ଟି ନମୁନା ପରୀକ୍ଷା କରାଯାଇଛି ;୧,୩୧,୩୮୨ ଜଣ ପଜିଟିଭ୍‌ ଚିହ୍ନଟ ; ୧,୦୨,୧୮୫ ଜଣ ସୁସ୍ଥ ୫୬୯ ଜଣ ମୃତ

ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :–  ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୧,୮୪,୮୪୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୩୧,୩୮୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧,୦୨,୧୮୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି / ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା- ୨୭୮୭) ୫୬୯ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୮,୫୭୫ ରହିଛି । ୩୧,୩୬୨ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version