ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ହରଘର ତ୍ରିରଙ୍ଗା ଅଭିଯାନ ଅବସରରେ ଘରେ ଘରେ ସ୍ବଛତା ଓ ସାମାଜିକ ସଚେତନତା ସୃଷ୍ଟି ପ୍ରତି ଗୁରୁତ୍ୱ ଦିଆଯାଇଛି । ବ୍ରହ୍ମଗିରି ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଉପସ୍ଥିତ ରହି ସ୍ବଛତା ସମସ୍ତଙ୍କ ପାଇଁ ଜରୁରୀ ବୋଲି କହିବା ସହ ପ୍ରତ୍ୟେକ ନିଜ ଗୃହକୁ ସ୍ବଛ ରଖିବାକୁ ସଚେତନ କରାଇଥିଲେ ।

