ମୁମ୍ବାଇ (ଓଡ଼ିଶା ତାଜା ନ୍ୟୁଜ୍) :- ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରାଣ୍ଡ ଆମ୍ବାସାଡ଼ର ବିଦ୍ୟା ବାଲାନ୍ଙ୍କ ସହିତ ଭାସମଲ ହେନ୍ନା କ୍ରିମେ ହେୟାର କଲର ର ଏକ ନୂତନ ଟିଭିସିର ଶୁଭାରମ୍ଭ ହୋଇଛି । ବିଜ୍ଞାପନଟି ସମସ୍ତ ମୌଳିକ ସୌନ୍ଦର୍ଯ୍ୟକାରୀତା ଜରିଆରେ ପାରମ୍ପରିକତା ତଥା ସହଯୋଗୀ କାହାଣୀକୁ ଆବଦ୍ଧ କରିପାରିଛି । ଏହା ହେନ୍ନାର ପ୍ରାକୃତିକ ଉପକାରୀତାର ସହଜ କ୍ରିମ ଫର୍ମାଟ ଉପରେ ଆଲୋକପାତ କରିବା ସହିତ ଐତିହ୍ୟ ଏବଂ ନବୀନତାର ଭାବପ୍ରବଣ ମହକତା ପ୍ରଦାନ କରିଅଛି । ଅଭିଯାନର ବାର୍ତ୍ତାଗୁଡ଼ିକ ପ୍ରତ୍ୟେକ ମହିଳାଙ୍କ ସଶକ୍ତିକରଣର ଆବେଗତାକୁ ଧରି ରଖିବା ସହିତ ଯଥାର୍ଥରେ “ସୁରକ୍ଷିତ ରହେ ମେରେ ବାଲ” କହିବା ସହିତ ଏଥିରେ ଦୂର ଅବଧିର ବିଶ୍ୱସନୀୟତାକୁ ଯୋଡ଼ି ପାରିଛି ।
