Home ଓଡ଼ିଶା ଜନଚେତନା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୧୬୩ତମ ଜୟନ୍ତୀ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଜନଚେତନା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୬୩ତମ ଜୟନ୍ତୀ ସ୍ଥାନୀୟ ଲକ୍ଷ୍ମୀନୃସିଂହ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସମ୍ପାଦକ କବି ଶ୍ରୀଯୁକ୍ତ ଉଦୟ କେଶରୀ ବର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ବତ ସଭାରେ, ଶିକ୍ଷାବିତ କ୍ଷିରୋଦ କୁମାର ବିଶ୍ବାଳ, କବି ବଂଶୀଧର ମହାପାତ୍ର, କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି,ଶିକ୍ଷାବିତ ଡକ୍ଟର ଯୁଧିଷ୍ଠିର ଖଟୁଆ,ଲୋକଶିକ୍ଷକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ଯ,ସାହିତ୍ୟିକ ଗଗନ ବିହାରୀ ମିଶ୍ର,ସାଲେପୁରର ପୂର୍ବତନ ମଣ୍ଡଳ ଅଧ୍ୟକ୍ଷ ରବୀନ୍ଦ୍ରନାଥ କର, କବି ସୁନାକର ବରାଳ,ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରମୁଖ “ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଲେଖାରେ ଉଚ୍ଚ ଆଦର୍ଶ, ପ୍ରକୃତିର ବାହ୍ଯ ଓ ଅନ୍ତଃ-ଚରିତ୍ର,ଆଧ୍ୟାତ୍ମିକତା, ଦେଶାତ୍ମବୋଧ,ମଧୁମୟ ସୃଷ୍ଟି ଓ ସ୍ରଷ୍ଟା ଏବଂ ଜୀବନ ଦର୍ଶନର ଜୀବନ୍ତ ଭାବର ପ୍ରକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଶ୍ରୀଯୁକ୍ତ ଅଭୟ କୁମାର ପଟ୍ଟନାୟକ,ବ୍ରଜବନ୍ଧୁ ପୃଷ୍ଟି,ସେକ୍ କ୍ୟୁରେକ୍ସି, ମମତା ପୃଷ୍ଟି,ପରମାନନ୍ଦ ମୁଦୁଲି,ଚନ୍ଦ୍ରମଣି ଭୂୟାଁ,ରମେଶ ନାୟକ,ରଶ୍ମିରଞ୍ଜନ ତ୍ରିପାଠୀ,ମିହିର ବିଶ୍ବାଳ ଓ ଝରି ଭୋଇ ପ୍ରମୁଖ ବୁଦ୍ଧିଜୀବୀମାନେ ସ୍ବଭାବ କବିଙ୍କର ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ। Categories: ଓଡ଼ିଶା, କଟକ, ହୋମ୍ Related Content ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026 ଧ୍ୟାନକୁଦ ପୀଠରେ ଶ୍ରୀଜିୟୁ ମାନଙ୍କ ନୀଳାଦ୍ରି ବିଜେ by Proprietor Abhimanyu Maharana July 27, 2026