କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ ଗ୍ରାମର ପୂର୍ବତନ ସଭାପତି ସ୍ୱର୍ଗତ ଯତୀନ୍ଦ୍ର ନାଥ ଶତପଥୀଙ୍କ ଧର୍ମପତ୍ନୀ କମଳା ଶତପଥୀଙ୍କ ଦ୍ଵାଦଶାହ ଅବସରରେ ଶନିବାର ଦିନ ରାତିରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ଉତ୍ସବ ଭଜନ ସମାରୋହ ବଡ଼ପୁଅ ବ୍ରଜବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଆୟୋଜନ କରାଯାଇଥିଲା । ଆୟୋଜିତ ଉତ୍ସବରେ ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ଵାଇଁ , ବିଜେପି ଗୋପାଳପୁର ମଣ୍ଡଳ ସଭାପତି ନିହାର ରଞ୍ଜନ ପଣ୍ଡା, ନୂଆଗଡ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ , ପୂର୍ବତନ କର୍ପୋରେଟର କୈ।ଶିକ ଜେନା , ଅଜୟ କୁମାର ନାୟକ , ଲକ୍ଷ୍ମୀଧର ନାୟକ , ଯୋଗେନ୍ଦ୍ର ପ୍ରଧାନ , ଶିକ୍ଷାବିତ ଶରତ କୁମାର ରଥ , ସୁଶାନ୍ତ କୁମାର ମହାନ୍ତି,
