କିଆ ଇଣ୍ଡିଆର କାରେନ୍ସ କ୍ଲାଭିସ୍ ଇଭି କାର ବଜାରକୁ ଆସିଲା

ଏହା ମଧ୍ୟ ଆଡପ୍ତିଭ କ୍ରୁଜ କଣ୍ଟ୍ରୋଲ, ଲେନ୍ କିପ ଆସିଷ୍ଟ, କଲିଯନ୍ ଅଭଏଡାନ୍ସ ଏବଂ ଆହୁରି ଅନେକ ନୂତନ ଫିଚର ସମ୍ବଳିତ, ଯାହା ଆପଣଙ୍କୁ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ର ଅନୁଭୂତି ଦେବା ସହିତ ୨ ଗୋଟି ବ୍ୟାଟେରି ରହୁଛି 42 kWh ଥରେ ଚାର୍ଜ ରେ 404 km ଏବଂ 51.4 kWh ଥରେ ଚାର୍ଜ ରେ 490 km ଯିବ । କିଆ କାରେନ୍ସ କ୍ଲାଭିସ୍ EV” ଟେଷ୍ଟ ଡ୍ରାଇଭ୍ ପାଇଁ ଉପଲବ୍ଧ ଅଛି ।
Related Content
ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ
by
Proprietor Abhimanyu Maharana
August 5, 2026
ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
by
Proprietor Abhimanyu Maharana
August 5, 2026
ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ
by
Proprietor Abhimanyu Maharana
August 5, 2026
ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
August 5, 2026
ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା
by
Proprietor Abhimanyu Maharana
August 5, 2026
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ
by
Proprietor Abhimanyu Maharana
August 5, 2026