
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ଗତ ୭ ଅଗଷ୍ଟ ୨୦୨୫ରିଖ ଜାତୀୟ ହସ୍ତତନ୍ତ ଦିବସ ଓ ରକ୍ଷାବନ୍ଧନ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏହାର ଭୁବନେଶ୍ବର ଶଖାଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ NIFT ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ ଝା ମୁଖ୍ୟ ଅତିଥ୍ ବିଶିଷ୍ଟ ସମାଜସେବୀ ମୀରା ପରିଡା ଓ ଅନୁଶ୍ରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଅବସରରେ ଅତିଥିଗଣ ଅରୁନ୍ଧତୀ ବାନ୍ଧକଳା ଜନପଥ ଠାରେ ନୂଆ ହସ୍ତତନ୍ତ ମେସିନକୁ ଉନ୍ମୋଚନ କରିବା ସହ ବସ୍ତ୍ରବୁଣା ପଦ୍ଧତିକୁ ଅବଲୋକନ କରି ଉପସ୍ଥିତ ବୁଣାକାରମାନଙ୍କ ସହି ବିଚାରବିମର୍ଶ କରିଥିଲେ l ଆମ ପାରମ୍ପରିକ ଓଡ଼ିଆ ହସ୍ତତନ୍ତକୁ ଉନ୍ନତମାନର ସଂସାଧାନ ଯୋଗାଇଦେଇ ସର୍ବୋତ୍ତମ ଉତ୍ପାଦ ପ୍ରସ୍ତୁତ କରାଯାଇପାରିବ ସହ ଏହି ପୁରାତନ କଳାର ସମନ୍ଵୟ ବିକାଶର ତ୍ବରାନ୍ବିତ ଅଭିବୃଦ୍ଧି ଏହି ବିଶେଷ ସଂଧ୍ୟାର ମୁଖ୍ୟ ଆଲୋଚିତ ବିଷୟବସ୍ତୁ ଥିଲା l ସମାନ୍ତରାଳ ଭାବେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ପ୍ରାକୃତିକି ହୀରାଗହଣାକୁ ନେଇ ଏକ ନୂତନ ସାଧରଣୀକରଣ “MY STORY MY DIAMOND ” କୁ ଏହି ଅବସରରେ ଉନ୍ମୋଚିତ କରାଯାଇଥିଲା l ଏହା ମାଧ୍ୟମରେ ଗ୍ରାହକବନ୍ଧୁଙ୍କ ନିମନ୍ତେ ପ୍ରସ୍ତୁତ ସ୍ବତନ୍ତ୍ର ୧୦୦୦ରୁ ଉଦ୍ଧ ହୀରାଗହଣାର ଡିଜାଇନ ଅରୁନ୍ଧତୀର ସମସ୍ତ ଶାଖାମାନଙ୍କରେ ଆକର୍ଷଣୀୟ ଅଫର ମାଧ୍ୟମରେ ଉପଲବ୍ଧ କରାଯାଇଛି l ଅରୁନ୍ଧତୀର ସମସ୍ତ ଶାଖା ମାନଙ୍କରେ ଉପଲବ୍ଧ DIAMOND CHECKING MACHINE ମାଧ୍ୟମରେ ଗ୍ରାହକମାନେ ହୀରାର ମାନ ପରୀକ୍ଷଣ କରାଇପାରିବା ସହ ପ୍ରକୃତ ହୀରା ବିଷୟରେ ଜାଣି ପାରିବେ, ଯାହା ହୀରାଗହଣା କ୍ରୟ କ୍ଷେତ୍ରରେ ଏକ ଆଧୁନିକ ବିଶ୍ଵାସଭରା ସେବା ଯୋଗାଇଦେଇପାରିବ l ଏହି ଅବସରରେ ଅରୁନ୍ଧତୀ ଗୃପର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ଉପସ୍ଥିତ ଅତିଥ୍ ମାନଙ୍କୁ ସାଧୁବାଦ ଜଣାଇବା ସହ ନିଜ ଅଭିଭାଷଣରେ ଅରୁନ୍ଧତୀ ବାନ୍ଧକଳା,

