ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଡାକରାରେ ଗୋଷ୍ଠୀ ଶିକ୍ଷ୍ୟାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପ୍ରତିବାଦ ସଭା

ଆର ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍)  :- ମାର ମଣ୍ଡଳଙ୍କ ସହ ସାକ୍ଷ୍ୟାତ କରି ଶିକ୍ଷକ ମାନଙ୍କର 6 ଦଫା ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ,ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦେଶ୍ୟରେ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇ ସି ସଦସ୍ୟ ଶ୍ରୀ ଲୋକନାଥ ନାହାକ,

ରଂଡିବା ଉଚ୍ଚ ବିଦ୍ୟାଳୟର ଶ୍ରୀ ପଞ୍ଚାନନ ସ୍ୱାଇଁ ଶ୍ରୀ ଏସ ରାମାରାଓ ଙ୍କ ସମେତ ପ୍ରାୟ 50 ଜଣ ଶିକ୍ଷକ ଶିକ୍ଷ୍ୟୟିତ୍ରୀ ଯୋଗ ଦେଇଥିଲେ l ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ବ୍ଲକ ସମ୍ପାଦକ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ଆଗାମୀ 8 ତାରିଖ ଦିନ ଜିଲ୍ଲାପାଳ ଅଫିସ ଘେରାଉ ଓ 16 ତାରିଖରେ ଭୁବନେଶ୍ୱର ରାଜରାସ୍ତାରେ ବହୁ ସଂଖ୍ୟାରେ ସମବେତ ହେବା ପାଇଁ ପରାମର୍ଶ ଦେଇଥିଲେ ।

Exit mobile version