Home ଓଡ଼ିଶା ଷ୍ଟାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଥଣ୍ଡର ଟାଇଟନ୍ସ କ୍ରିକେଟ କ୍ଳବ ଚାମ୍ପିୟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଲାସ୍ଥିତ ମିନି ଷ୍ଟାଡ଼ିଯମଠାରେ ୮ଦିନଧରି ଚାଲିଥିବା ଷ୍ଟାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଥଣ୍ଡର ଟାଇଟନ୍ସ କ୍ରିକେଟ କ୍ଳବ ଚାମ୍ପିୟନ ହୋଇଛି ! ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ରାଜସୁନାଖଳା ଫ୍ରେଣ୍ଡସ କ୍ଲୁବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ତଥାରଣପୁର ବ୍ଲକ ବିଜେଡି ସଭାପତି ସଚକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ଏହି ଟୁର୍ଣ୍ଣାମେଣ୍ଟ ୨୨ତାରିଖରୁ ଆରମ୍ଭ ହୋଇଥିଲା ! ୪ଟି ଟିମ ଅଂଶ ଗ୍ରହଣ କରିଥିଲେ ! ଆଜିର ୧୦ ଓଭର ବିଶିଷ୍ଟ ମ୍ୟାଚରେ ଆସୁ ଆରିୟାର କ୍ରିକେଟ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୦ ଓଭରରେ ୪ଟି ୱକେଟ ହରାଇ ୪୮ରନ କରିଥିଲା ! ଜବାବରେ ଥଣ୍ଡର ଟାଇଟନ୍ସ କ୍ରିକେଟ ଟିମ ୮ ଓଭରରେ ବିନା ୍ୱିକେଟ ହରାଇ ୪୯ରନ କରି ଚମ୍ପିୟାନ ହୋଇଥିଲା ! ଥଣ୍ଡର ଟାଇଟନ୍ସ କ୍ରିକେଟ ଟିମର ବାଣ୍ଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ! ଭାଷ୍ୟକାର ଭାବେ ବଲ୍ଲଭ ପ୍ରଧାନ, ସ୍କୋର ଭାବେ ସୋମ୍ୟ ରଞ୍ଜନ ବେହେରା,ଓ ଜଗନ୍ନାଥ ମହାରଣା, ପ୍ରଶାନ୍ତ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ! ଉପସ୍ଥିତ ଅତିଥିମାନେ ଏହି ଚିତାକର୍ଷ ଖେଳ ଦେହିଖିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରି ଚମ୍ପିୟାନ ଟିମକୁ ଟ୍ରଫି ସହିତ ନଗଦ ୬ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ୪ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ ! ଷ୍ଟାର ପ୍ରିମିୟର ଲିଗ କ୍ରିକେଟକ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିଥିଲେ ! Categories: ଓଡ଼ିଶା, ଖେଳ, ନୟାଗଡ଼ ନିଉଜ୍, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026