Home ଓଡ଼ିଶା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ସ୍ତରୀୟ ସିଆର୍ରିଂ ମୀଟିଙ୍ଗ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ଠାରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ର ପ୍ରଧାନ ଶିକ୍ଷକ ବିଭୂପ୍ରସାଦ ସାହୁ , ସମ୍ମାନନୀୟ ଅତିଥି ଭାବେ ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ, ଅନିତା ତ୍ରିପାଠୀ,ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚଟୁଅନକା ଯୋଗଦେଇ ଥିଲେ।ଏହି ତାଲିମ ରେ ଅମରେନ୍ଦ୍ର ବାଗ, ଅନିଲ ମେହେର ଓ ପ୍ରଭାତୀ ଭୋଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଏହି ଏକ ଦିବସିୟ ତାଲିମ କେନ୍ଦ୍ରରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ,ବିଜୟ ତାଣ୍ଡିଅମରକାନ୍ତ ବେହେରା, ସଚିନ ସେଠ, ସତ୍ୟନାରାୟଣ ଧରୁଆ, ମମତା ପୁରୋହିତ, କିଶୋର ବରିହା, ମମତା ଯୋଶୀ, କୃଷ୍ଣଚନ୍ଦ୍ର ପଣ୍ଡା,ପୁଷ୍ପାଞ୍ଜଳି ମହାପାତ୍ର, ଭି କୃଷ୍ଣା କୁମାରୀ, ସୂରେଶ୍ବରୀ ବାରିକ.ଅଭିନାଶ ମହାଳିଙ୍ଗ, ସୌରଭ ବେହେରା, ଚୂଡ଼ାମଣି ବେହେରା, ଭୁର୍ସି ରଣା ଉପସ୍ଥିତ ଥିଲେ ଓ କୃଷ୍ଣ ଚନ୍ଦ୍ର ପଣ୍ଡା ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ ଓ ସମସ୍ତଙ୍କୁ ଧ୍ୟନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026 ଶିଶୁ ପ୍ରତିଭା ପୁରସ୍କାର ବିତରଣି ଉତ୍ସଵ by Proprietor Abhimanyu Maharana September 19, 2026