Home ଓଡ଼ିଶା କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇଲେ ପିଅନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା ମିଶାଇଛନ୍ତି ଚତୁର୍ଥଶ୍ରେଣୀ ପିଅନ lଏଭଳି ଏକା ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକର ପାନୀୟ ଜଳଯୋଗାଣ ବିଭାଗରେ l ଅଭିଯୋଗ ପ୍ରକାରେ ଗତ 23 ତାରିଖ ରାତିରେ ଆର -ଉଦୟଗିରି ବ୍ଲକ RWSS ରକନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି ଅଫିସର କିରାଣୀ ଶିବ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ l ଏବଂ ସେହି ପାଣି ପିଇବା ପରେ କନିଷ୍ଠଯନ୍ତ୍ରୀ ଜଣକ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରବର୍ତୀ ମୁହୁର୍ତରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ l ତେବେ ସେହି ପରିସ୍ରାକୁ ନେଇ ଜିଲ୍ଲା ପରୀକ୍ଷାଗାର ରୁ ପରୀକ୍ଷା କରିଯାଣିବାକୁ ପାଇଲେ ଯେ ସେହି ବୋତଲରେ ମୂତ୍ର ମିଶାଯାଇଥିଲା l ତେବେ ଏନେଇ ସମ୍ପୃକ୍ତ କିରାଣୀଙ୍କ ବିରୁଦ୍ଧରେ ଆର – ଉଦୟଗିରି ଥାନାରେ ଏତଲା ଦେଇଥିଲେ l ତେବେ ଏନେଇ ଆର -ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି । ସ୍ଥାନୀୟ ପୁଲିସ ଅଭିଯୋଗକାରୀ ଥାନାକୁ ନେଇ ପଚାରଚାର ଚାଲିଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଆକ୍ସନ ମୋଡ୍ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ by Proprietor Abhimanyu Maharana March 15, 2026 ୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ by Proprietor Abhimanyu Maharana March 15, 2026 କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା by Proprietor Abhimanyu Maharana March 15, 2026 ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର by Proprietor Abhimanyu Maharana March 14, 2026 ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ by Proprietor Abhimanyu Maharana March 14, 2026 ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ by Proprietor Abhimanyu Maharana March 14, 2026