Home ଓଡ଼ିଶା କୁମ୍ଭୀର ଉପଦ୍ରବରୁ ରକ୍ଷା ପାଇଁ ବନବିଭାଗର ମାଷ୍ଟର ପ୍ଲାନ ଚିହ୍ନଟ ହେବ ବ୍ଲାକ ସ୍ପଟ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜନଗର ବନଖଣ୍ଡ ସମେତ ସମଗ୍ର ରାଜ୍ୟରେ କୁମ୍ଭୀର ଉପଦ୍ରବରୁ ଧନଜୀବନ ସୁରକ୍ଷାପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ। ଯେଉଁଠାରେ କୁମ୍ଭୀର ଆତଯାତ ହେଉଛନ୍ତି, ତାହାକୁ ବ୍ଲାକସ୍ପଟ ରୂପେ ଚିହ୍ନଟ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗଣେଶ ଶ୍ୟାମସିଂହ ଖୁଣ୍ଟିଆ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ଯ ପ୍ରକାଶ କରିଛନ୍ତି ବ୍ଲାକସ୍ପଟ ଚିହ୍ନଟ ଲଗାଯାଇ ହୋଇଥିବା ସ୍ଥାନରେ ସ୍ଥାୟୀ ଫଳକ ଲଗାଯାଇ ନଦୀରେ ବ୍ୟାରିକେଡ଼ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଛି। ରାଜନଗର ବନଖଣ୍ଡରେ ୨୦୦୦–୨୦୦୧ ମସିହା ମସିହା ଠାରୁ ୨୦୨୫–୨୦୨୬ ମସିହାରେ ଜୁନ ମାସ ପର୍ଯ୍ୟନ୍ତ ମୋଟ ୫୮ ଜଣଙ୍କର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି । ଏହା ମଧ୍ଯରୁ କେବଳ ରାଜନଗର ବ୍ଲକରେ ୨୯ ଜଣ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026