Home Uncategorized ମହିଳା ମା ମାନଙ୍କୁ ଅସଦାଚରଣ କଲେ : ସରକାରୀ କର୍ମଚାରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ ଗୁଡ଼ିକ ମାନଙ୍କୁ ପୋଷାକ ବିତରଣ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ନିର୍ଦ୍ଦେଶ ରହିଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି ହୋଉଥିଲା ବାଣପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋଟ ୯୧ ଜଣ ଆବେଦନ କରିଥିଲେ । ଗତ ୨୫ ତାରିଖରେ ଆବେଦନ କାରୀଙ୍କୁ ଡକା ଯାଇଥିଲା ସମସ୍ତ ଖାତା ପତ୍ର ଯାଞ୍ଚ ପାଇଁ ଯାଞ୍ଚ ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହୁଥିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ଖାତା ଯାଞ୍ଚ ସମୟରେ ସଭାନେତ୍ରୀ ଓ ସଭ୍ୟା ଉପସ୍ଥିତ ଥିଲ । ଉପସ୍ଥିତ ସଭ୍ୟାଙ୍କୁ ଅସାଦାଚରଣ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ବାଣପୁର ବ୍ଲକ BDO ଙ୍କ ଦାଇତ୍ଵରେ ଥିବା ତହସିଲଦାର ପଦ୍ମନାଭ ଦୋରାଙ୍କୁ ଜଣେ ସରକାରୀ କର୍ମଚାରୀ କାହିଁକି ଏମିତି ଅସଦାଚରଣ କଲେ ବୋଲି ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମସ୍ତ ସଭ୍ୟା EC ମେମ୍ବର ମାନେ ଆସି ପହଞ୍ଚିଥିଲେ । ଏୋମିତି ବାରମ୍ବାର ଘଟଣା ଘୁଟୁଥିବା ନେଇ ଅଭିଯୋଗ ଆଣିଛନ୍ତି ରଶ୍ମିତା ଇନ୍ଦ୍ରଜିତ ଙ୍କ ନାମରେ ମହିଳା ମା ମାନେ ରଶ୍ମିତା ଇନ୍ଦ୍ରଜିତ ବାଣପୁର ବ୍ଲକ BPC ଚାର୍ଜ ନେଇ କାର୍ଯ୍ୟ ତୁଲାଇଥିବା ଜଣା ପଡ଼ିଛି .ଏମିତି ଏକ ଘଟଣା ଏକ ବର୍ଷ ପୂର୍ବେ FOCUS PLUS ରେ ଖବର ପ୍ରସାରଣ ହୋଇଥିଲା । ବାରମ୍ବାର ଅଭିଯୋଗ ଆସିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି ବୋଲି ଅଭିଯୋଗ କରୁଛନ୍ତି ମହିଳା ମା ମାନେ । ବାଣପୁର ତହସିଲଦାର ପଦ୍ମନାଭ ଦୋରା ଓ ଗୋଷ୍ଟି ଶିକ୍ଷା ଅଧିକାରୀ ସନାତନ ଜାଲ୍ଲୀ ମତ ପ୍ରକାଶ କରିଛନ୍ତି । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026