ହୋମସୌର ପ୍ଲେଟ୍ ଏବଂ ଅନ୍ୟାନ୍ୟ ଅଂଶ ଚୋରି

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍)  :-  ମୋହନା ବ୍ଲକ ସିକୁଲିପଦର ପଞ୍ଚାୟତର ଧନୁପୁଟ ଗ୍ରାମର ସୌରଶକ୍ତି ସଂଯୋଗ ମାଧ୍ୟମରେ ଯୋଗାଣ ହେଉଥିବା ପାନୀୟ ଜଳ। ଗାଁ ଲୋକେ ସେହି ସୌର ପ୍ଲେଟର ନିକଟବର୍ତ୍ତୀ ଅଞ୍ଚଳ ଖୋଜିଥିଲେ, କିନ୍ତୁ ପାଇଲେ ନାହିଁ। କିଛି ଗୁଣ୍ଡା ସେହି ସୌର ପ୍ଲେଟ୍ ଏବଂ ଅନ୍ୟାନ୍ୟ ଅଂଶ ଚୋରି କରିନେଇଛନ୍ତି ।

ଗାଁ ଲୋକମାନେ ମୋହନା ପୋଲିସ ଷ୍ଟେସନ ଏବଂ ବ୍ଲକ କାର୍ଯ୍ୟାଳୟରେ ରିପୋର୍ଟ କରିଛନ୍ତି। ତେଣୁ ଗ୍ରାମବାସୀମାନେ ସମ୍ମୁଖୀନ ହେଉଥିବା ତୀବ୍ର ଜଳକଷ୍ଟ । ଜଳ ଯୋଗାଣ ନିୟମିତ କରିବାକୁ ବିଡିଓ ଆଶ୍ୱାସନା ଦେଇଛନ୍ତି ।

Exit mobile version