୮୫ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଗଡ଼ଖାଇର ପୁନରୁଦ୍ଧାର, ସାଇଟ୍ ସଂଗ୍ରହାଳୟ ସ୍ଥାପନ, ପାର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରିଲେ ଆମେ କହି ପାରିବା ଆମେ ବାରବାଟୀର ଡାକ ଶୁଣିଲୁ । ଐତିହ୍ୟକୁ ସମ୍ମାନ ଦେବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ । ଆସନ୍ତୁ ଆମ ଐତିହ୍ୟକୁ ସୁରକ୍ଷା ଦେବା କାରଣ ଆମ ଐତିହ୍ୟ ହିଁ ଆମ ଅସ୍ମିତା । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।
Related Content
Taneira reimagines ‘Solah Shringaar’ for the modern Indian woman with its new Diwali campaign
by
Proprietor Abhimanyu Maharana
October 7, 2026
VeDakshata : Creating Pathways to Livelihood for Rural Youth
by
Proprietor Abhimanyu Maharana
October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
by
Proprietor Abhimanyu Maharana
October 7, 2026
ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
October 7, 2026
Silver Gandhi demands regularisation of Contractual Teachers - Submitted Memorandum to CM
by
Proprietor Abhimanyu Maharana
October 7, 2026
ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି
by
Proprietor Abhimanyu Maharana
October 7, 2026