ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସଭାପତି ଶ୍ରୀ ହରି ଚନ୍ଦନ ବେହେରାଙ୍କ ନେତୃତ୍ବରେ ମୋହନା ବ୍ଲକର ପାଣ ଖ୍ରୀଷ୍ଟିୟାନ ଯୁବ ସମାଜ ତରଫରୁ ଗଜପତି ଜିଲ୍ଲାପାଳଙ୍କ ଜରୀଆରେ ମୋହନା ବ୍ଲକରେ ଏକ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦରଖାସ୍ତ ପ୍ରଦାନ କରାଯାଇଛି l ଉକ୍ତ ସମାଜର ସଭାପତି ଶ୍ରୀ ହରି ଚନ୍ଦନ କହିଛନ୍ତି ‘ ସେମାନେ ଆଜକୁ ପ୍ରାୟ 7 ମାସ ପୂର୍ବେ BDO ଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିଲେ l

