ପଦ୍ମପୁର ଲାୟନ୍ସ ଭବନ ରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ

ଲାୟନ୍ ବେଣୁମାଧବ ଦୋରା, ରାଧା ମାଧବ ଦୋରା, ବିଷ୍ଣୁ ନାରାୟଣ ଦୋରା,ର ସନ୍ତୋସିନୀ ରଥ ରାଜେନ୍ଦ୍ର ମେହେର ହିମାଂଶୁ ଶେଖର ଯୋଶୀ, ସୁନିଲ ଅଗ୍ରୱାଲ, ଭାରତୀ ପଟ୍ଟନାୟକ, ଶାଶ୍ୱତ ଦାଶ,ରାଜେନ୍ଦ୍ର ମେହେର, ଶ୍ରୀକାନ୍ତ ମିଶ୍ର, ହରିବୋଲ ସାହୁ ଓ ପାଇକମାଲ, ଦୀପ୍ତିପୁର, ପାଟଣାଗଡ଼ ର ପ୍ରମୁଖ ନେତୃ ମଣ୍ଡଳୀ ଯୋଗଦେଇଥିଲେ। ଶେଷରେ ମୁଖ୍ୟ ଅତିଥି ପ୍ରଦୀପ ଅଗ୍ରୱାଲ ଙ୍କ ସିଲେଇ ତାଲିମ କେନ୍ଦ୍ର ସକ୍ଷମ ଦିଦି ର ଉଦଘାଟନ କରାଯାଇଥିଲା। ଶେଷରେ ସମ୍ପାଦକ ସୌମ୍ୟଜିତ ପାଢି ଧନ୍ୟବାଦ ଦେଇଥିଲେ।
Related Content
ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍ ଜବତ
by
Proprietor Abhimanyu Maharana
October 31, 2026
ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ, : କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ
by
Proprietor Abhimanyu Maharana
October 31, 2026
ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଗାଁ ଗାଁରେ ବିଜେପି କାର୍ଯ୍ୟକର୍ତ୍ତା, : ପ୍ରଭାବିତ ପରିବାରଙ୍କ ଘରେ ପହଞ୍ଚି ଦୁଃଖ ଓ ସମସ୍ୟା ବୁଝିଲେ ଦଳୀୟ ପ୍ରତିନିଧି
by
Proprietor Abhimanyu Maharana
October 31, 2026
କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ - ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା
by
Proprietor Abhimanyu Maharana
October 31, 2026
ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ : ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି
by
Proprietor Abhimanyu Maharana
October 31, 2026
ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ
by
Proprietor Abhimanyu Maharana
October 31, 2026