ମାନ୍ୟତା ରେ ସମଗ୍ର ଭାରତ ବର୍ଷରେ ଓଡ଼ିଶାର ମାନ୍ୟତା 29 ନମ୍ବର ରହିଅଛି ; ଯାହା ସର୍ବନିମ୍ନ ଅଟେ – ଅପରାଜିତାଷଡ଼ଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ମାନ୍ୟତା ରେ ସମଗ୍ର ଭାରତ ବର୍ଷରେ ଓଡ଼ିଶାର ମାନ୍ୟତା 29 ନମ୍ବର ରହିଅଛି ଯାହା ସର୍ବନିମ୍ନ ଅଟେ । 2018 ରିପୋର୍ଟ ଅନୁଯାୟୀ ଆମ ରାଜ୍ୟ 14 ନମ୍ବର ରାଜ୍ୟ ଭାବେ ସ୍ଥାନ ପାଇଥିଲା । 20 ବର୍ଷ ସ୍ଥିର ସରକାର ଥିବା ସତ୍ୱେ ଏଭଳି ପରିସ୍ଥିତି ଉଦବେଗ ଜଣକ ବିଷୟ ବୋଲି ଭୁବନେଶ୍ୱର ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ଅପରାଜିତାଷଡ଼ଙ୍ଗୀ ମହୋଦୟା କ୍ଷଭୋ ବ୍ୟକ୍ତ କରିଛନ୍ତି

କେବେଳ ଗଣମାଧ୍ୟମରେ ନିଜର ଜୟଗାନ କରିବା ଛାଡି ବିକାଶ ପାଇଁ ସମସ୍ତ କ୍ଷେତ୍ରରେ ଵାସ୍ତଵିକସଂସ୍କାର ଆଣିବା ନିହାତି ଆବଶ୍ୟକ ବୋଲି ସାଂସଦ ମହୋଦୟା କହିଛନ୍ତି

Exit mobile version