Home ଓଡ଼ିଶା ମୋହନା, ଚାନ୍ଦିପୁଟ, ଚନ୍ଦ୍ରଗିରି, ଆର,ଉଦୟଗିରି,ଓ ନୁଆଗଡ କାଉଡିଆଙ୍କ ଜଳାଭିଷେକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ମାସ ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ରେ ବୋଲବମ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କାଉଡିଆ ମାନେ ବାହୁଙ୍ଗୀ ରେ ପାଣି ଢାଳ ଧରି ଜଳାଭିଷେକ କରିବାକୁ ଶୈବ ପୀଠ କୁ ଯାଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଖସଡ଼ା ଜଳ ପ୍ରପାତ ରୁ ମୋହନା ର ଶତାଧିକ କାଉଡିଆ ପାଣି ଉଠାଇ ପ୍ରାୟ 30 କିଲୋମିଟର ଚାଲି ଚାଲି ଆସି ମୋହନା ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚି ଜଣକ ପରେ ଜଣେ କାଉଡିଆ ଜଳାଭିଷେକ କରିଛନ୍ତି । ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି, କେଶରା,ଅଡବା ଗ୍ରାମ ସହ ଆର,ଉଦୟଗିରି ଓ ନୁଆଗଡ ବ୍ଲକର ଆଦି ଶୈବ ପୀଠ ରେ ମଧ୍ୟ କାଉଡିଆ ମାନେ ଜଳାଭିଷେକ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026