Home ଓଡ଼ିଶା ଛେଳାଗଡ ଓ ଡାବରାଗୁଡା ପଞ୍ଚାୟତ ନେଟଓ୍ବର୍କ ସାମସ୍ୟା ନେଇ ରାସ୍ତା ରୋକ ୧୭ ବଦଳରେ ୨୪ ହେବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଛେଳାଗଡ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ବୈଠକ ଗୃହଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକଟି ସ୍ଥାନୀୟ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁମତା ରଇତଙ୍କ ନେତୃତ୍ବରେ ବୈଠକ କରାଯାଇଥିଲା । ଉକ୍ତ ବୈଠକର ପ୍ରାମ୍ଭରୁ ବାଲେଶ୍ବର ଫକୀର ମହୋନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ଛାତ୍ରୀ ଶୁଶ୍ରୀ ସୌମ୍ୟଶ୍ରୀଙ୍କ ଆତାମର ସଦଗତି ନିମନ୍ତେ ୨ମିନିଟ୍ ଶୋକ ପ୍ରାର୍ଥନା କରାଯାଇ ବୈଠକଟିକୁ ଆରମ୍ଭ କରାଯାଇଥିଲା ।ଉକ୍ତ ବୈଠକରେ ଗତ ୧୨.୦୭.୦୨୫ ରିଖ ଦିନ କରାଯାଇଥିବା ପୂର୍ବ ବୈଠକର ବିବରଣି ପାଠ କରାଯାଇଥିଲା । ଏହାପରେ ଆମ ଛେଳାଗଡ ଓ ଡାବରଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଯେଉଁ BSNL ଟାଓ୍ବାର ନିମନ୍ତେ ୩୨୬ (ଏ) ପପାରଳାଖେମଣ୍ଡି ରୁ ବ୍ରହ୍ମପୁର ମୁଖ୍ୟ ରାଜରାସ୍ତା ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ତାହା ଆସନ୍ତା ତା; ୧୭.୦୭.୦୨୫ ରିଖ ଦିନ ଓଡିଶା ବନ୍ଦ ଡାକରା ଦେଇଥିବାରୁ ତାହା ଆସନ୍ତା ୧୭.୭.୦୨୫ ତାରିଖ ବଦଳରେ ଆସନ୍ତା ୨୪.୭.୦୨୫ ତାରିଖ ଗୁରୁବାର ଦିନ ଆମ ତିନିଗୋଟି ଗ୍ରାମ ପଞ୍ଚାୟତର ଜଜନସାଧାରଣ ରାଜରାସ୍ତାକୁ ଓଲ୍ଲାଇବା ନିମନ୍ତେ କମିଟି ମାଧ୍ୟମରେ ନିଷ୍ପତି ନିଆଗଲା । ଉକ୍ତ ବୈଠକରେ ବିଶିଷ୍ଟ ସମାଜ ଶେବି ଜଗବନ୍ଧୁ ଦାଶ, ଗ୍ରାମ ମୁଖିଆ ଜଗନ୍ନାଥ ରଣଜିତ୍, କୈଳାଶ ଚନ୍ଦ୍ର ପାତ୍ର ଓ ପ୍ରତେକ ଓ୍ବାର୍ଡ ସଭ୍ୟ/ସଭ୍ୟା ବୃଦ୍ଧିଜୀବୀ ମାନଙ୍କ ଉପସ୍ଥିତରେ ଆଜିର ଏହି ବୈଠକରେ ନିପତି ନିରାଯାଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026 ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ by Proprietor Abhimanyu Maharana September 28, 2026