ବାହୁଡ଼ାଯାତ୍ରା ପରେ ବଦଶଙ୍ଖ କୁ କ୍ୟାବିନ ବାହୁଡ଼ିଲା

ନୀଳାଦ୍ରି ବିଜେ ରେମହାପ୍ରଭୁ ରତ୍ନ ସିଂହାସନ କୁ ବାହୁଡ଼ି ଥିଲେ | ଏବେ ରଥଯାତ୍ରା ପୂର୍ବରୁ ବଦଶଙ୍ଖ ରୁ ଶହ ଶହ କ୍ୟାବିନ ଅନ୍ୟତ୍ର ଯାଇଥିବା ବେଳେ ଏବେ ଗୋଟେ ଗୋଟେ କ୍ୟାବିନ ପୁଣି ସେହି ସ୍ଥାନ କୁ ବାହୁଡ଼ିଲାଣି | ଦେଢଶ ଫୁଟ ବଡଦାଣ୍ଡ ରୁ କେବଳ ପନ୍ଦର ଫୁଟ ରାସ୍ତା ଗାଡି ଯିବା ପାଇଁ ବାଟ ରହୁଛି | ମହାନଗର ନିଗମ ହେବା ପୂର୍ବରୁ ଦୋକାନୀ ଙ୍କୁ ଥାଇଥାନ କରାଯାଇ ବଡଦାଣ୍ଡ ନୋ ଭେଣ୍ଡିଙ୍ଗ ଜୋନ କରିବାକୁ ବୁଦ୍ଧିଜୀବୀ ଦାବୀ କଲେଣି |
Related Content
ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ
by
Proprietor Abhimanyu Maharana
August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ
by
Proprietor Abhimanyu Maharana
August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
by
Proprietor Abhimanyu Maharana
August 4, 2026
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
by
Proprietor Abhimanyu Maharana
August 4, 2026
କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ
by
Proprietor Abhimanyu Maharana
August 4, 2026
ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ
by
Proprietor Abhimanyu Maharana
August 4, 2026