Home ଓଡ଼ିଶା ବିଲେଇ ମୁଣ୍ଡ ରୁ ଟିଣ ଦବା କାଢ଼ିଲେ ଆଗ୍ନିକ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଏସ ସି ଏସ କଲେଜ ନିକଟ ଫାର୍ଜନ ବେଗମଙ୍କ ଘରେ ଥିବା ଗୋଟିଏ ବିଲେଇ ଟିଣ ଡିବା ଭିତରୁ ଖାଦ୍ୟ ଖାଇବା ପାଇଁ ମୁଣ୍ଡ ପୁରାଇ ଥିଲା l ମୁଣ୍ଡ ଡିବା ଭିତରେ ପଶି ଯିବା ପରେ ଆଉ ବାହାରି ନ ଥିଲା| ବିଲେଇ ଟି ଘର ଭିତରେ ଏଣେ ତେଣେ ଧାଇଁ ଥିଲା l ଏହା ଦେଖି ବେଗମ ଅଗ୍ନିଶମ ଅଫିସ କୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ଅଗ୍ନିକମାନେ ଆସି ବିଲେଇ କୁ ଏକ ବୃତ୍ତାକାର ମୁହଁ ଥିବା ଜାଲ ରେ ଧରିଥିଲେ l ଜଣେ ଅଗ୍ନିକ ବିଲେଇ ମୁଣ୍ଡ ଡବା କୁ ଧରି ଝାଡ଼ି ଦେବାରେ ବିଲେଇ ମୁଣ୍ଡ ବାହାରି ଯାଇଥିଲା| ବିଲେଇ ଜୀବନ ବଞ୍ଚାଇ ଥିବାରୁ ବେଗମ ଦିଦି ସମେତ ସାହି ବାସିନ୍ଦା ଅଗ୍ନିକମାନଙ୍କୁ ଏହି ଜୀବନ ରକ୍ଷା କରି ଥିବାରୁ ଧନ୍ୟବାଦ ଦେଇଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content କଟକ ୬ଷ୍ଠ ବାଟାଲିୟନର ନୂତନ ଦୂର୍ଗପତି ଙ୍କୁ ସ୍ବାଗତ by Proprietor Abhimanyu Maharana July 8, 2026 ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ by Proprietor Abhimanyu Maharana July 7, 2026 ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି by Proprietor Abhimanyu Maharana July 7, 2026 ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ by Proprietor Abhimanyu Maharana July 7, 2026 ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ by Proprietor Abhimanyu Maharana July 6, 2026 ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ by Proprietor Abhimanyu Maharana July 6, 2026