ଓଡ଼ିଶା ତାଜା ନ୍ୟୁଜ୍ ର ମହାପ୍ରଭାବ, ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ରେ ଗର୍ଭବତୀ, ପ୍ରସୂତି ଙ୍କୁ ମିଳିଲା ଉତ୍ତମ ଖାଦ୍ୟ

ମଧ୍ୟାହ୍ନ ରେ ଯେଉଁ ଖାଦ୍ୟ ମିଳୁଛି ତାହା ନିମ୍ନମାନର ଥିଲା |ସମସ୍ତ ରୋଗୀଙ୍କୁ କ୍ଷୀର,ଅଣ୍ଡା ଏବଂ ଫଳ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହେଉଥିଲା | ଆଜି ରୋଗୀ, ପ୍ରସୂତି ଓ ଗର୍ଭବତୀ ମହିଳା ମାନେ ଖୁସି ଥିବା ଦେଖାଯାଇଥିଲା | ଆପ ର କର୍ମୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହେଲା ବୋଲି ରୋଗୀମାନେ କହିଥିଲେ l
Related Content
ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ
by
Proprietor Abhimanyu Maharana
August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ
by
Proprietor Abhimanyu Maharana
August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
by
Proprietor Abhimanyu Maharana
August 4, 2026
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
by
Proprietor Abhimanyu Maharana
August 4, 2026
କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ
by
Proprietor Abhimanyu Maharana
August 4, 2026
ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ
by
Proprietor Abhimanyu Maharana
August 4, 2026