ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ପାଳନ

ନିଜ ନିଜ ଜନ୍ମ ଦିବସରେ ତଥା ପରିବାର ସଦସ୍ୟଙ୍କ ଜନ୍ମ ଦିବସରେ ଗୋଟିଏ ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବାକୁ ସେ ସମବେତ କୋର୍ଟ ସଦସ୍ଯ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ସମସ୍ତ ବିଚାର ବିଭାଗୀୟ ବିଚାରପତି ଏଥିରେ ସାମିଲ ହୋଇଥିଲେ । ଆଇନ ସେବା ପ୍ରାଧିକରଣର ବନ ମହୋତ୍ସବ ପାଳନ ଜୁଲାଇ ୧ ରୁ ଆରମ୍ଭ କରି ୭ ରିଖ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ପାଳନ ହେବ ବୋଲି ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସୂଚନା ଦେଇଛନ୍ତି।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
Chandi Bhandar Celebrates Savitri with the Exquisite “Sangam” Collection
by
Proprietor Abhimanyu Maharana
May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ
by
Proprietor Abhimanyu Maharana
May 4, 2026
ପୁସ୍ତକ "ଶାକ୍ୟମୁନି ଗୌତମ" ଉନ୍ମୋଚିତ
by
Proprietor Abhimanyu Maharana
May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି
by
Proprietor Abhimanyu Maharana
May 4, 2026
ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ
by
Proprietor Abhimanyu Maharana
May 4, 2026
ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍
by
Proprietor Abhimanyu Maharana
May 4, 2026