ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ସରକାରୀ ଆଇ.ଟି.ଆଇ ଫୁଲବାଣୀ ଠାରେ ଡ଼ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଜନ୍ମ ବାର୍ଷିକ କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଶିକ୍ଷା ବିଭାଗର ଏ.ଏସ.ଆଇ ନବ କିଶୋର ରଥ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନଯିବି ଭଗବାନ ମହାନ୍ତି,

