ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା ମୁକ୍ତା ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ସଂସ୍ଥା ର ମୁଖ୍ୟ ନାଗେଶ୍ଵର

