Home ଓଡ଼ିଶା ବନମହତ୍ସବ ସପ୍ତାହ ଉପଲକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଜଜ ତଥା ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା ଙ୍କ ନିର୍ଦେଶ କ୍ରମେ , ସ୍ଥାନୀୟ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀ ଠାରେ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଉକ୍ତ ଶିବିର ରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ବିଚାରପତି ପରିବାର ଅଦାଲତ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ , ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ରାଜେଶ ଦାସ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ପ୍ରୀତିଶ କୁମାର ରାଉତରାୟ, ପୋକ୍ସୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ମନୋରଞ୍ଜନ ଦାସ, ଏଫ.ଟି.ଏସ.ସି. କୋର୍ଟ ର ବିଚାରପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ରେଜିସ୍ଟ୍ରାର ସିଭିଲ କୌର୍ଟ୍ସ ପ୍ରିୟ ରଞ୍ଜନ ଓଝା, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା , ଜେ.ଏମ୍.ଏସ.ସି ଶ୍ରୀଯୁକ୍ତ ବଦ୍ରିନାରାୟଣ ବିଶ୍ୱାଳ, ଶୁଶ୍ରୀ ଲୋପାମୁଦ୍ରା ଆଚାର୍ଯ୍ୟ, ସମ୍ପାଦ ଜିଲ୍ଲା ଓକିଲ ସଂଘ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ସୁବୁଦ୍ଧି , ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ମଧୁପା ସୁନା, ଉକ୍ତ ମହାବିଦ୍ୟାଳୟ ର ଅଧ୍ୟାପକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃନ୍ଦ, ଉପ-ଆରକ୍ଷୀ ଅଧିକ୍ଷକ(ଗୃହରକ୍ଷୀ) ,ଫୁଲବାଣୀ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରତାପ କୋଟ୍ଟପଲ୍ଲୀ, ଶ୍ରୀମତୀ ସ୍ଵେତାଲିନା ସାହୁ, ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଶ୍ଵେତାଲିନା ସାହୁ , ବନାଞ୍ଚଳ ଅଧିକାରୀ ଶ୍ରୀ ଶିବରାମ ଲେଙ୍କା, ସରକାରୀ ଓକିଲ ଶ୍ରୀ ଅଶୋକ କୁମାର ବେହେରା, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ଜିଲ୍ଲା ଆଇନ ସେବା ସମ୍ମୁଖ କାର୍ଯ୍ୟାଳୟ ର ଆଇନଜୀବୀ, ଶ୍ରୀ ଅନୁପ ନାରାୟଣ ନାୟକ,ବନରକ୍ଷୀ ଶ୍ରୀ ପ୍ରେମାନନ୍ଦ ପାତ୍ର ,ବନପାଳ ଶ୍ରୀ ସରୋଜ କୁମାର ମିଶ୍ର, ଓ ପାରା ଲିଗାଲ ସ୍ଵେଚ୍ଛା ସେବି ବୃନ୍ଦ ଯୋଗ ଦେଇଥିଲେ । ଉକ୍ତ ବୃକ୍ଷ ରୋପଣ କର୍ଜ୍ୟକ୍ରମ ରେ ଅଁଳା, ଅର୍ଜୁନ ,ଜାମୁ, ଶିରିଶ, ଫାଶୀ, ଡୋଲିଚନ୍ଦନ, କୃଷ୍ଣଚୂଡା, କରଞ୍ଜ ଓ ସୁନ୍ଦରକଣି ବାଉଁଶ ଆଦି ଚାରାଗଛ ରୋପଣ କରାଯାଇଥିଲା । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦକ୍ଷିଣମୋଡରେ ନାକଚଣା ଦ୍ବାରରେ ଲାଗିପାରିଲାନି ତାଳଧ୍ଵଜ ଓ ନନ୍ଦିଘୋଷ by Proprietor Abhimanyu Maharana July 22, 2026 ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶ ବିରୋଧରେ ଅଭିଯୋଗ by Proprietor Abhimanyu Maharana July 22, 2026 ଅନ୍ତୋଦ୍ୱୟ ଗୃହ ଯୋଜନାରେ ଲାଂଚ ନେବାବେଳେ ପିଇଓଙ୍କୁ ଭିଜିଲାନ୍ସ ଧରିଲା by Proprietor Abhimanyu Maharana July 22, 2026 ‘ନିଟ୍’ପରୀକ୍ଷାରେ ସଫଳତା; ଡାକ୍ତର ହେବେ ମନିସରଞ୍ଜନ ମଲ୍ଲିକ ବିଭିନ୍ନ ବର୍ଗରୁ ଶୁଭେଚ୍ଛା by Proprietor Abhimanyu Maharana July 22, 2026 ପାଇକନଗରରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ କଭର ନାଳ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ by Proprietor Abhimanyu Maharana July 22, 2026 ନିଟ୍-ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ୍ର ବର୍ବରତା ଦୁର୍ଭାଗ୍ୟଜନକ : ବିଜେଡି by Proprietor Abhimanyu Maharana July 22, 2026