ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଡାକସେବା ବିପଯ୍ୟସ୍ତ ଅବସ୍ଥାରେ ରହିଛି. ବହୁ ବିଳମ୍ବରେ ଡାକସେବା ଜନସାଧାରଣଙ୍କ ଠାରେ ପହଞ୍ଚୁଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଜୁନ୍ ମାସ ୨ ତାରିଖରେ ଆବେଦନ ହୋଇଥିଲା ପାନକାର୍ଡ଼ ୧୦ ତାରିଖରେ ମୁମ୍ବାଇରୁ ବାହାରିଥିବା ଡାକ ରା.ଉଦୟଗିରିରେ ୧୪ ତାରିଖରେ ପହଞ୍ଚି ଥିଲା. ସେହିଦିନ ହିଁ ଶାଖା ଡାକଘର ବେତରସିଂକୁ ପଠାଇ ଦିଆଗଲା |

