ବାଇଶି ମୌଜା ଚିକେନ ହୋଲସେଲର ପକ୍ଷରୁ ଲଟେରୀ ଉଠାଣ

 ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ପୁରଣ ଠାରେ ଥିବା ବାଇଶି ମୌଜା ଚିକେନ ହୋଲସେଲର ଏବଂ ଫାଷ୍ଟ ଫୂଡ଼ ପକ୍ଷରୁ ବୁଧବାର ଲଟେରୀ ଉଠାଣ ଉଛବ ଅନୁଷ୍ଠିତ ହୋଇଯାଇଛି l ପ୍ରୋପାଇଟର ସୁଶୀଲ କୁମାର ଦାସ ଙ୍କ ତତ୍ୱlଵଧାନ ରେ ଅନୁଷ୍ଠିତ ଉଚ୍ଛବରେ ମୁଖ୍ୟ ଅତିଥିତି ଭାବେ ପୁରଣ ସରପଞ୍ଚ ଯୁଧିଷ୍ଠିର ବେହେରା ବେରଣ୍ୟ ଅତିଥିତି ଭାବେ ପ୍ରଶାନ୍ତ ରାଉତ, ଅଞ୍ଜନ ସେଠୀ ଅଭୟ ସ୍ୱାଇଁ, ସଞ୍ଜୟ ସ୍ୱାଇଁ, ପୀତବାସ ସ୍ୱାଇଁ, ଦିଲ୍ଲୀପ ମହାନ୍ତି, ଓ ଟିକିନା ଭୋଇ ପ୍ରମୁଖ ଯୋଗଦେଇ କହିଲେ ବାଇଶି ମୌଜା ଅଞ୍ଚଳରେ ଏଭଳି କାର୍ଯ୍ୟ ବିରଳ l

ପରେ ଲଟେରୀ ଉଠାଣ କରିଥିଲେ ଉପରୋକ୍ତ ଅଥିତି ମାନେ l ପ୍ରଥମ ପୁରସ୍କାର ପ୍ରେସର କୁକର ରିୟଲ ରାହୁଲ ରାହୁଲ ଙ୍କର ଉଠି ଥିଲା, ଦୁତୀୟ ପୁରସ୍କାର ଗ୍ୟାସ ସିଲିଣ୍ଡର ବାଦଲ କୁମାର ସାମଲ, ତୃତୀୟ ପୁରସ୍କାର ଷ୍ଟିଲ କଡେଇ ପୀତବାସ ସ୍ୱାଇଁ ଙ୍କର ଉଠି ଥିଲା ଏଥିସହ ସାନ୍ତ୍ୱନା ମୂଳକ ପୁରସ୍କାର 15 ଜଣଙ୍କୁ ଅତିଥି ମାନେ ପ୍ରଦାନ କରିଥିଲେ l ବହୁ ଦର୍ଶକ ରୁଣ୍ଡହୋଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l

Exit mobile version