ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଣପୁର ଗ୍ରାମର ଆରାଧ୍ୟ୍ୟ ଦେବୀ ମା’ ମଣିନାଗ ପୀଠରେ ଥିବା ମା’ ବାଟ ମଙ୍ଗଳା ଦେବୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା କାର୍ୟ୍ୟ ସମ୍ପନ୍ନ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜୁନ ୨୮ ତାରିଖରେ ଅଙ୍କୁରରୋପଣ, ଜୁନ ୨୯ ତାରିଖରେ କଳସ ଯାତ୍ରା,
