ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାମଗିରି ଠାରେ ଓଡିଶା ଦଳିତ ଶୋଷଣ ମଞ୍ଚର ଭାରତ ବନ୍ଦ ଡାକରାକୁ ସମର୍ଥନ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆଜି ଏଥିରେ ଜିଲ୍ଲା ଆବାହକ ଦଳିତ ଶୋଷଣ ମୁକ୍ତି ମଞ୍ଚର ସମ୍ପାଦକ ମାନସ କୁମାର ଜେନାଙ୍କ ନେତୁତ୍ବରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାମଗିରି ଠାରେ ଏକ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ପ୍ରଦିପ କରାଡ, ଶରତ ଚନ୍ଦ୍ର ପ୍ରଧାନ, ସ୍ଥିପାନ ମାଳୀ, ଯୋହନ ଲିମା,
