ବେଳାଭୂମିରେ ପଲ୍ଲିଶ୍ରୀ ମେଳାର ମଜା ନେଉଛନ୍ତି ଗ୍ରାହକ

ବାଣପୁର ବେତ ସାମଗ୍ରୀ ଗଦା ହୋଇଥିଲେ ମଧ୍ଯ ଗ୍ରାହକ ଦେଖୁଛନ୍ତି । ଲୁଗା, ଶାଢୀ, କାର୍ପେଟ, ଶଙ୍ଖମାଳି, ଆଚାର, କାଠ ସାମଗ୍ରୀ, କାଶ୍ମୀର ରୁ ଆସିଥିବା ସାମଗ୍ରୀ ପଡିଛି । ଏହାସହ କଂସାବାସନ ଦୋକାନ ଖୋଲିଛି । ଗ୍ରାହକ ମାନେ ସାମଗ୍ରୀ କିଣିବା ସହ ବିସ୍ତୀର୍ଣ୍ଣ ନୀଳମୟ ସମୁଦ୍ର ଉପଭୋଗ କରୁଛନ୍ତି ।
Related Content
ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ
by
Proprietor Abhimanyu Maharana
August 4, 2026
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ
by
Proprietor Abhimanyu Maharana
August 4, 2026
ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
by
Proprietor Abhimanyu Maharana
August 4, 2026
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
by
Proprietor Abhimanyu Maharana
August 4, 2026
କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ
by
Proprietor Abhimanyu Maharana
August 4, 2026
ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ
by
Proprietor Abhimanyu Maharana
August 4, 2026