ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଯାତ୍ରାରେ ଶରଧାବାଲିରେ ଗହଳିଚହଳି ଲାଗିଛି । ବଡଶଙ୍ଖ ଠାରେ ଆଶୀର୍ବାଦ ଅଟା ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲକୁ ଆନୁଷ୍ଠାନିକ ଭାବେ ଓଡିଆ ଚଳଚିତ୍ର ଅଭିନେତ୍ରୀ ତଥା ଗ୍ଲାମର କୁଇନ ଏଲିନା ସାମନ୍ତରାୟ ଉଦଘାଟନ କରିଥିଲେ । ଆଶୀର୍ବାଦ ଅଟା ଭକ୍ତ ଓ ଗ୍ରାହକ ମାନଙ୍କ ପାଇଁ ଭକ୍ତି ପଥେ ଆଗେଇ ନେବା ପାଇଁ ପ୍ରୟାସ କରିଛି । ଆଶୀର୍ବାଦ ଶୁଦ୍ଧ ଚକି ଅଟା ଭର୍ଚୁଆଲ ପଦ୍ଧତିରେ ଭକ୍ତିଭାବ ନେଇ ଗ୍ରାହକଙ୍କ ସହ ଯୋଡି ହୋଇଛି । ଷ୍ଟଲରେ ଦେବତାଙ୍କ ମାନଙ୍କ ହୋଲୋଗ୍ରାଫିକ ଦର୍ଶନ ସୁବିଧା ରହିଛି ।
