ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନରସିଂହ ମନୋରମା ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ, ନୟାଗଡ଼ ରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଠ ନାଗରିକ, ଯୁବକ, ସାହିତ୍ୟିକ ତଥା ଲେଖକ, କବି, ଓ ଅନ୍ୟାନ୍ୟ ସମାଜସେବୀ ମାନଙ୍କ ଗହଣରେ ମହାସମାରୋହରେ ପାଳନ କରାଯାଇଛି ଏହି ଉତ୍ସବ l ଏହି ଉତ୍ସବରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ସଭାରେ ପୌରହିତ୍ୟ କରିଥିଲେ l ପ୍ରାକ୍ତନ ଆଇଏସ ଅଧିକାରୀ କରୁଣାକର ପଟ୍ଟନାୟକ l

