Home ଓଡ଼ିଶା ସେବା ନିଵ୍ରୃତ୍ତ ହେଲେ ମହାବିଦ୍ୟାଳୟ ର ତିନି କର୍ମଚାରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ମହାବିଦ୍ୟାଳୟ ର ତିନି ଜଣ ଅଣ ଶିକ୍ଷକ କର୍ମଚାରୀ ଏକ ସମୟରେ ସେବା ନିଵ୍ରୃତ୍ତ ହୋଇଛନ୍ତି। ସେମାନେ ହେଲେ ରସାୟନ ବିଜ୍ଞାନ ର ଡେମୋନଷ୍ଟ୍ରେଟର୍ ରଜନୀ କାନ୍ତ ପ୍ରଧାନ, ପଦାର୍ଥ ବିଜ୍ଞାନର ଡେମୋନେଷ୍ଟ୍ରେଟର୍ ବସନ୍ତ କୁମାର ପ୍ରଧାନ ଏଵଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୋମନାଥ ବେହେରା । ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ବର୍ଦ୍ଧନା ତଥା ବିଦାୟକାଳୀନ ସଭାରେ ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମହାବିଦ୍ୟାଳୟ କର୍ମଚାରୀ ସଂଘ ର ସମ୍ପାଦିକା ଡ଼ଃ କବିତା ଦେଵୀ,ଉପ ସଭାପତି ଅଧ୍ୟାପକ ଦେବଦତ୍ତ ପାଣି ତଥା ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଏହି ସମାରୋହରେ ଯୋଗଦେଇ ପ୍ରାକ୍ତନ କର୍ମଚାରୀ ମାନଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଓ ବିଦାୟ ଦେଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 Chief Minister warmly felicitates Silver Gandhi by Proprietor Abhimanyu Maharana October 8, 2026 ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026