ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେ ମୃତ୍ୟୁ ବରଣ କରିଥିବା ଶ୍ରଦ୍ଧାଳୁ ଙ୍କ ଆତ୍ମା ର ସଦଗତି ନିମନ୍ତେ

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) :- ସୋମବାର ଅପରାହ୍ନ 5.30 ମିନିଟ ସମୟରେ ଗତକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେ ମୃତ୍ୟୁ ବରଣ କରିଥିବା ଶ୍ରଦ୍ଧାଳୁ ଙ୍କ ଆତ୍ମା ର ସଦଗତି ନିମନ୍ତେ BMC WARD NO 15 RENTAL COLONY ଲକ୍ଷ୍ମୀ ମନ୍ଦିର ପାଖରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବ । ଏହି କାର୍ଯ୍ୟକ୍ରମ କୁ ଆପଣଙ୍କ ଗଣମାଧ୍ୟମରେ ପ୍ରସାରଣ ରହିବାକୁ ଅନୁରୋଧ ।

Exit mobile version