ଲବଣଗିରି କ୍ଷେତ୍ର ରଥଯାତ୍ରା : ଆଡପ ମଣ୍ଡପରେ ବିଜେ କଲେ ଭାଇ ଭଉଣୀ ସହ ମହାପ୍ରଭୁ
ସକାଳ ଧୂପ,ମଧ୍ୟାହ୍ନ ଧୂପ ଓ ସଂନ୍ଧ୍ୟା ଆଳତୀ ଏବଂ ସଂନ୍ଧ୍ୟା ଧୂପ ସରିବା ପରେ ଚାର ମାଳ ବନ୍ଧାଯିବା ସହ ରଥରୁ ଅଶ୍ୱ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା । ପରେ ପରେ ଚକ୍ରରାଜ୍ ସୁଦର୍ଶନ, ବଳଭଦ୍ର,ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ଆଡପ ମଣ୍ଡପକୁ ନିଆଯାଉଛି । ମନ୍ଦିରରେ ବର୍ଷତମାମ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳିନ’ଥାଏ ଆଡପ ମଣ୍ଡପରେ ବହୁତ ପୁଣ୍ୟ ମିଳିଥାଏ ବୋଲି କଥିତ ଅଛି ।
Related Content
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 8, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା
by
Proprietor Abhimanyu Maharana
October 8, 2026
ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 8, 2026
ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ
by
Proprietor Abhimanyu Maharana
October 8, 2026
ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 8, 2026
Chief Minister warmly felicitates Silver Gandhi
by
Proprietor Abhimanyu Maharana
October 8, 2026