Home ଓଡ଼ିଶା ରଣପୁର ଗ୍ରାମର ଆରାଧ୍ୟ ଦେବୀ ମା’ ମଣିନାଗ ପୀଠରେ ଥିବା ମା’ ବାଟମଙ୍ଗଳା ଦେବୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହେବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର : ମା’ ବାଟମଙ୍ଗଳା ଦେବୈ ନମଃ ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ଆଷାଢମାସ ଶୁକ୍ଳପକ୍ଷ ତୃତୀୟା ଇଂ ତା ୨୮/୦୬/୨୦୨୫ ରିଖ ଶନିବାର ଠାରୁ ତା ୦୨.୦୭.୨୦୨୫ ରିଖ ବୁଧବାର ପର୍ଯ୍ୟନ୍ତ ଆମ୍ଭ ରଣପୁର ଗ୍ରାମର ଆରାଧ୍ୟ ଦେବୀ ମା’ ମଣିନାଗ ପୀଠରେ ଥିବା ମା’ ବାଟମଙ୍ଗଳା ଦେବୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏଣୁ ବିନୀତ ଅନୁରୋଧ, ଆପଣ ଉକ୍ତ ଧର୍ମାନୁଷ୍ଠାନରେ ଯୋଗଦାନ କରି ମାଙ୍କ କୃପା ଲାଭ କରିବା ସହିତ ଆମ୍ଭ ମାନଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କର ଦର୍ଶନାଭିଳାଷୀ :- ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚ୍ ଛାତ୍ର/ଛାତ୍ରୀ ବୃନ୍ଦ, ରଣପୁର -: କାର୍ଯ୍ୟସୂଚୀ :- ତା. ୨୮/୦୬/୨୦୨୫ ରିଖ ଶନିବାର – ଅଙ୍କୁରାରୋପଣ ତା ୨୯/୦୬/୨୦୨୫ ରିଖ ରବିବାର – କଳସଯାତ୍ରା ତା ୩୦/୦୬/୨୦୨୫ ରିଖ ସୋମବାର -ଗର୍ଭାଧାନ, ପାର୍ବତୀ ନାମାଗ୍ନି ସଂସ୍କାର ତା ୦୧/୦୭/୨୦୨୫ ରିଖ ମଙ୍ଗଳବାର – ସ୍ନାନ, ଶୟନ ତା ୦୨/୦୭/୨୦୨୫ ରିଖ ବୁଧବାର -ଜୀବନ୍ୟାସ, ପ୍ରାସାଦ ପ୍ରବେଶ, ପୂର୍ଣାହୂତୀ Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026