Home ଓଡ଼ିଶା ଇସ୍ଲାମିକ ନୂତନ ବର୍ଷ ୧୪୪୭ ହିଜରୀ ସମଗ୍ର ଦେଶବାସି ଙ୍କୁ ନୂତନ ବର୍ଷର ଶୁଭେସ୍ଛା ଓ ଅଭିନନ୍ଦନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଇସ୍ଲାମିକ ନୂତନ ବର୍ଷ ୧୪୪୭ ହିଜରୀ ସମଗ୍ର ଦେଶବାସି ଙ୍କୁ ନୂତନ ବର୍ଷର ଶୁଭେସ୍ଛା ଓ ଅଭିନନ୍ଦନ। ଉର୍ଧୁ ଲାଇବ୍ରେରୀ କମିଟି ଓ ମାଇନରିଟି ଡେଭଲପମେଣ୍ଟ ଟ୍ରଷ୍ଟ ଆନୁକୂଲ୍ୟରେ ଉର୍ଦୁ ଲଇବ୍ରେରୀ ପୌର ସଂସ୍ଥା କେନ୍ଦ୍ରାପଡ଼ା ଠାରେ ଇସ୍ଲାମିକ ନୂତନ ବର୍ଷ ବର୍ଣ୍ଣନିଅ ପରିବେଶରେ ପାଳନ କରାଯାଇଅଛି। ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଇସଲାମ ଧର୍ମ ର ମୂଳ ମନ୍ତ୍ର ଯଥା ସଦଭାବନା ଶାନ୍ତି ଓ ମୈତ୍ରୀ କୁ ଲୋକଙ୍କୁ ପଂହଁଚେଇବା। ଏହି ଉଦେଶ୍ୟ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କୁଇଜ଼, ଡିବେଟ ପ୍ରତିଯୋଗିତା କରାଯାଇଥିଲା ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଶିକ୍ଷାବିତ ଏସକେ ଏମଡି ଫାୟାଜୁଦିନ, ଏସକେ ସାଲାଉଦିନ (ରବି), ଏସକେ ଅସଗର ଅଲି, ଏମଡି ଇନୟତ ଅଲି (ଚନ୍ଦନ), ଏସକେ ନାଜ଼ୀମୁଦିନ, ସୟଦ ଜାକିର ଅଲି, ଏସକେ ଯାହାଙ୍ଗୀର, ମୋଲାନା ତବରେଜ ଆଲାମ, ମୋଲାନା ଫକୀରଉଦିନ ଆସି, ଏସକେ ବରକତୁଲା, ସାବିର ହୁସେନ, ଏସକେ ଦିୱାନ ସମଗ୍ର ବିଶ୍ୱ ବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିଥିଲେ। ଆମ ଦେଶ ବାସିଙ୍କ ମଧ୍ୟରେ ସଦଭାବ ଏକତା ଓ ସ୍ନଇସୁତା ଜାଗ୍ରତ ହେଉ ବୋଲି ଆଲା ଙ୍କ ନିକଟରେ ବିନତି ରଖିଥିଲେ। Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026