Home ଓଡ଼ିଶା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କାର୍ଯ୍ୟକ୍ରମ ଆରମ୍ଭ ରେ ଏସ. ଜି, ଫାଉଣ୍ଡେସନ ର କର୍ମୀ ଆଶୁତୋଷ ଶତପଥି ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଥିଲେ ଏବଂ ଏହି ତାଲିମ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ସମ୍ୟକ ଧାରଣା ଦେଇଥିଲେ. ଏହି ତାଲିମ ରେ ପି. ଡି. ମୃତିକା ସଂରକ୍ଷଣ ଏବଂ ଜଳ ବିଭାଜିକା, ଓଡଗାଁ ବ୍ଲକ ରିୱାର୍ଡ ପ୍ରୋଜେକ୍ଟ ପି. ଆଇ. ଏ. ମଧୁସ୍ମିତା ବେହେରା, ଦଶପଲ୍ଲା ପି. ଆଇ. ଏ. ସୋମ୍ୟ ରଞ୍ଜନ ଶତପଥୀ ଏବଂ ରିୱାର୍ଡ ପ୍ରୋଜେକ୍ଟ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ. ତାଲିମ ଦାତା ସୁବାଷ ପାଣି ଏବଂ ଏସ. ଜି. ଫାଉଣ୍ଡେସନ କର୍ମୀ ଜୋତିସ୍ମିତା ଦଳବେହେରା ଏହି ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ by Proprietor Abhimanyu Maharana July 24, 2026 ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା by Proprietor Abhimanyu Maharana July 23, 2026 ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ by Proprietor Abhimanyu Maharana July 23, 2026 ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ by Proprietor Abhimanyu Maharana July 23, 2026 ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ by Proprietor Abhimanyu Maharana July 23, 2026 ନିଟ୍ ରେ ସଫଳତା ପାଇଲେ ପ୍ରିୟଦର୍ଶିନୀ ବେହେରା ଷ୍ଟଡି ଟୁରରେ ଯାଇଥିଲେ ଜାପାନ by Proprietor Abhimanyu Maharana July 23, 2026