Home ଓଡ଼ିଶା ପାରଳଖେମୁଣ୍ଡି ରବୁଦ୍ଧିଜୀବୀଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଐତିହ୍ୟ ସ୍ମାରକୀ ସମ୍ପର୍କ ରେ ଏକ ଆଲୋଚନାଚକ୍ର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରଳଖେମୁଣ୍ଡିର ବହୁ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଦାନ୍ୟତା ଓ ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗାମୀ ୨୮ତାରିଖ ଦିନ ଗଜପତି ଭିଜନ ଡକ୍ୟୁମେଣ୍ଟ (Gajapati vision document) ପ୍ରସ୍ତୁତି ନିମନ୍ତେ କ୍ରିୟାନୁଷ୍ଠାନ କମିଟି ଗଠନ ସକାଶେ ପୌରପାଳିକା ସଂଲଗ୍ନ ଅଞ୍ଚଳ ର ବ୍ୟକ୍ତିବିଶେଷମାନଙ୍କୁ ଉକ୍ତ ସଭା ରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିବାକୁ ନିବେଦନ କରାଗଲା।ଭାରତ ଭୂଷଣ ମହାନ୍ତି, ଅଶ୍ଵିନୀ ପାଢୀ,ବିଚିତ୍ରାନନ୍ଦ ବେବର୍ତ୍ତା,ବିନୋଦ ଚନ୍ଦ୍ର ଜେନା, ଡ.କଲ୍ୟାଣୀ ମିଶ୍ର,ଆରୁପାଞ୍ଜଳି ମହାନ୍ତି, ଶୁଭ୍ରା ପଟ୍ଟନାୟକ,ଅଧ୍ୟlପିକl ଅଞ୍ଜନା ପଟ୍ଟନାୟକ,ସ୍ନିଗ୍ଧା ମିଶ୍ର, ପ୍ରମୋଦ ପାଢୀ,ରାମ ଚନ୍ଦ୍ର ପାଢୀ, ଶ୍ୟାସୁନ୍ଦର ଗନ୍ତାୟତ,ଅରକ୍ଷିତ ଜେନା,ସଚି ସମଲ, ତ୍ରିପତି ପଣ୍ଡା ପ୍ରଭୁତି ୬୦ ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026