ପୂର୍ଵତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଆସୁ ଆରୋଗ୍ୟ କାମନା

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଆଜି ସନ୍ଧ୍ୟା ୫ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ସଭାପତି ଏସ କେ ଇନାୟତ (ଚନ୍ଦନ)ଙ୍କ ନେତୃତ୍ୱରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା ପାଇଁ ହଜରତ ସୟଦ ମନସୁର ବାବାଙ୍କ ପାଖରେ ଚାଦର ଅର୍ପଣ କରାଯାଇଥିଲା ।

ଏଥିରେ ସତ୍ୟାଧିକ ବିଜେଡି କର୍ମୀ ଉପସ୍ଥିତ ରହି ଚାଦର ଅର୍ପଣ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, କେନ୍ଦ୍ରାପଡ଼ା ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ରଂଜିତ କୁମାର ସାହୁ, ଏସ କେ ନିଜାମୁଦିନ, ମୁକ୍ତାର ଖାନ,

ସେକ ନସିମୁଦିନ, ସେକ ଶାନ, ସେକ ବୁଫ୍ରାନ (ଗୋପୀ), ସେକ ତାଜମୁଲ ହୁସେନ, ସେକ ମୁସ୍ତାକିମ, ସେକ ସାବିର, ସେକ କାଲୋ, ସେକ ସୁଫିଆନ, ସେକ ଟିପୁ ସୁଲତାନ, ସେକ ଇମୋ, ସେକ ମୋତି, ସେକ କାସିମ ଉପସ୍ଥିତ ରହି ପାର୍ଥନା କଲେ ଏବଂ ଚାଦର ଅର୍ପଣ କରିଥିଲେ ।

Exit mobile version