ଗ୍ରହରାଜ ସମ୍ବାଦପତ୍ରର ପ୍ରତିଷ୍ଠାତା ବର୍ଷିଆନ ସାମ୍ବାଦିକ ହରିହର ମହାପାତ୍ର ଆଉ ନାହାନ୍ତି

ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ନୟାଗଡ :- ନୟାଗଡ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ଗ୍ରହରାଜ’ର ସମ୍ପାଦକ ହରିହର ମହାପାତ୍ରଙ୍କ ପରଲୋକରେ ନୟାଗଡ ଜିଲ୍ଲାର ସମସ୍ତ ସାମ୍ବାଦିକ, ଓଡିଶା ତାଜା ନ୍ୟୁଜ୍ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦଗତି କାମନା କରୁଛୁ (ରିପୋର୍ଟ ରାମ କୃଷ୍ଣ ରଥ)

Exit mobile version