ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) – ଏକ ବିବାହ ଭୋଜି ରେ ଯୋଗ ଦାନ ଦେଇ ଫେରୁଥିବା ବେଳେ ଗାଡ଼ି ର ବ୍ରେକ ଫେଲ ହୋଇ ରାସ୍ତା କଡ଼କୁ ଓଲତିଲା । ଯାହା ଫଳରେ 15 ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଚି ।
ସୂଚନା ପ୍ରକାରେ ଏକ ବିବାହ କାର୍ଯ୍ୟକ୍ରମ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଚର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା । ସେହି ଭୋଜି ରେ ଯୋଗ ଦେଇ ସମସ୍ତେ ହସ ଖୁସିରେ ଫେରୁଥିବା ବେଳେ ଅଡବା ଥାନା ଗୁଲୁବା ମଶାଣୀ ଠାରେ ଗାଡ଼ିର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲ ।

